ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା

ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କଲ୍ୟାଣୀ ନଗରର ଟିକନ ଶାହାଙ୍କ ଅବସ୍ଥା ଗୁରୁତ୍ୱ ରହିଛି | କୋଲକାତାରୁ ଏକ ସଫାରୀ କାରରେ ଏହି ୪ ଜଣ କଟକ ଅଭିମୁଖେ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା | ଚଣ୍ଡିଖୋଲ ଦମକଳ ବାହିନୀ … Continue reading ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା